ଦୀର୍ଘ 40 ଦିନରୁ ଉର୍ଦ୍ଧ ହେବ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସା ବାବଦରେ 30 ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇ ସାରିଥିବା ବେଳେ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିପାରି ନାହିଁ । ସେଥିପାଇଁ ସହାୟତା ଲୋଡିଛନ୍ତି ଦେବକାନ୍ତଙ୍କ ପରିବାର ସଦସ୍ୟ । ତାଙ୍କୁ ସହାୟତା ପାଇଁ 8338018066 ଫୋନ ପେ କିମ୍ବା ଗୁଗୁଲ ପେ ମାଧମରେ ସହାୟତା କରିପାରିବେ ।
#ArgusNews #Odisha #ArgusNewsTV #Dhenkanal #Coronapatient #ECMO #Airlift #Needhelp